ସର୍ବେଶ୍ୱରବାଦର ଭ୍ରାନ୍ତଧାରଣା (ଭ୍ରାନ୍ତବିଶ୍ୱାସ )

ପୁରାତନ ପ୍ରବାଦ ବା ପ୍ରବଚନ ହେଉଛି ଈଶ୍ୱର ସବୁକିଛି ଅଟନ୍ତି ଏବଂ ସବୁକିଛି ଈଶ୍ୱର ଅଛନ୍ତି। ଏହା ତନି ଜଣ ପୂର୍ବକାଳର ବନ୍ଧୁକଧାରୀ ପଦାତିକ ସୈନିକଙ୍କ ବନ୍ଧୁତ୍ୱ ବର୍ଣ୍ଣନା କଲା ପରି ଅଧିକ ସାଂଘାତିକ କିଛି ବିଷୟ ରୂପେ ଶୁଭିଥାଏ ଯେପରି “ସମସ୍ତେ ଗୋଟିଏ ପାଇଁ ଓ ଗୋଟିଏ ସମସ୍ତଙ୍କ ପାଇଁ” । ଯାହା ବରଂ ଈଶ୍ୱରଙ୍କ ସ୍ୱଭାବ ଆଡ଼େ ଲକ୍ଷ୍ୟ କରି ଏକ ପ୍ରକୃତ ଅଧିଭୌତିକ ବା ଭାତ୍ୱିକ ବିଷୟ ନିର୍ମାଣ କରେ, ଯାହା ପ୍ରଦର୍ଶିତ ହେବା ଭଳି, ମୌଳିକ ଭାବେ ଓ ବ୍ୟାବହାରିକ ଭାବେ ତ୍ରୁଟିଯୁକ୍ତ ହେଲା । ଯେପରି ଅନେକ ସ୍ତରରେ ଅବୋଧ୍ୟଗମ୍ୟ ଓ ଦର୍ଶନ ବିଦ୍ୟାନୁସାରେ ଅତୋଷଣୀୟ ଭାବେ ବିରୋଧୀ ଖାପ୍ ଖାଇବା ଅସମ୍ଭବ ଅଟେ ।
ସର୍ବପ୍ରଥମେ ଏକ ଅସୀମ ଈଶ୍ୱରଙ୍କ ପାଇଁ (ପକ୍ଷରେ) ଯେ କୌଣସି ବସ୍ତୁ ହେବା କିପରି ସମ୍ଭବ, ମାତ୍ର ଦୁର୍ନୀତି ବା ପରିବର୍ତ୍ତନ ସହିତ ଅସୀମତା ? ଯଥା: ସସୀମ ଅଂଶଗୁଡ଼ିକର ଏକ ସଂଖ୍ୟାବୃଦ୍ଧି ଦ୍ୱାରା ବିଭାଜିତ, ଯେପରି ଏହା ଦେବତାମାନଙ୍କ ଜୀବସରବିଦ୍ୟା ପ୍ରତି ବିରୋଧ କରେ ? ଅଧିକନ୍ତୁ ଏହି ଅଜ୍ଞତାର ଭ୍ରାନ୍ତିଜନକ ଅବସ୍ଥା, ଈଶ୍ୱର ବିଷୟକ ସମ୍ପୂର୍ଣ୍ଣ ଜ୍ଞାନରୁ ଦୂରରେ ଯାହା ଏକ ଅନୈକତାର ମାନସିକ ବିକୃତିଗତ ରୋଗ ରୂପେ ଆରମ୍ଭ ହୁଏ ତାହା କଣ ଆଣି ଦିଏ ? ଅନ୍ୟ ଭାଷାରେ ଏହି ଅତ୍ୟାବଶ୍ୟକୀୟ ବାସ୍ତବତା ଏକ ମିଥ୍ୟା ବା ଭ୍ରାନ୍ତଜନଙ୍କ ବିଷୟରେ ପରିଣତ ହେଲା ? ଏପରି ଯଦି ଈଶ୍ୱର, ସର୍ବୋପରି ବା ସର୍ବୋତ୍ତମତାରେ ଚରମ ହେବାରୁ କିଛି ଊଣା ଅଟନ୍ତି ତେବେ ଅତ୍ୟାବଶ୍ୟକୀୟତା ଭାବେ ଈଶ୍ୱର ବା ଦେବତା, ସର୍ବୋପରି ନୁହନ୍ତି। ତଦୃଶ ତାହା କିପରି ପୁନଃ ନିଶ୍ଚୟତା ଦିଏ ଯେ ସଂସାରର ଏକ ଚକ୍ରାକାର ରୀତି ଅବନତି ଆଡ଼କୁ ଗତି ଦ୍ୱାରା ପୁନର୍ବାର ଏହି ବିଚ୍ଛିନ୍ନ ହୋଇଥିବା ଅବସ୍ଥା କେବେ ଚରମ ଅବସ୍ଥାରେ ପୁନର୍ବାର ସଂଯୁକ୍ତ ହୋଇପାରିବ ? ଅଧିକନ୍ତୁ, ଏହି ଆଧୁନିକ ଲୋକସଂଖ୍ୟାର ହଠାତ୍ ବୃଦ୍ଧି ଲାଭ ଦ୍ୱାରା ସେଠାରେ କି ପ୍ରମାଣ ଅଛି ଯେ, ଏହି ସବୁ ଅସ୍ଥାୟୀ ଓ ଭ୍ରାନ୍ତ ବା ମିଥ୍ୟା ବସ୍ତୁଗତ ସ୍ଥିତିର ଗତି ଏକତାର ସମ୍ପୂର୍ଣ୍ଣ ସିଦ୍ଧ ଅବସ୍ଥାରେ ପରିଣତ ହେବ ବିଲୁପ୍ତି ବା ଧ୍ୱଂସ ଆଡ଼କୁ ଗତି କରୁଥିବା ଅବସ୍ଥାରେ ? ସର୍ବେଶ୍ୱରବାଦର ମତ ପ୍ରତି ଅନ୍ୟ ଏକ ସମସଙ୍କଟପୂର୍ଣ୍ଣ ଅବସ୍ଥା ହେଉଛି ଯେ, ଈଶ୍ୱର ବିଷୟକ ଚରମ ବା ସମ୍ପୂର୍ଣ୍ଣ ଜ୍ଞାନ, ନୈତିକତା ବିହୀନ ଏବଂ ତଥାପି ମାନବିକତା ପ୍ରଦର୍ଶିତ ହୋଇ ଆସିଅଛି ଯେପରି ଈଶ୍ୱର ନୈତିକ ପ୍ରାଣୀମାନଙ୍କ ପରି କାର୍ଯ୍ୟ କରନ୍ତି। ପୁନଶ୍ଚ ଏହା କିପରି ସମ୍ଭବ ଯେ ଏହି ଉଚ୍ଚତର ଆକୃତିର ଅନୈତିକତା ଏକ ନିଚ୍ଚତର ଆକୃତିର ନୈତିକତା ମଧ୍ୟକୁ ଅନ୍ତରିତ ହେବାକୁ ସକ୍ଷମ ହୋଇପାରେ ? ତଥାପି ହିନ୍ଦୁମାନେ ଅନ୍ୟମାନଙ୍କ ପ୍ରତି ବଦାନ୍ୟଭାବେ ବ୍ୟବହାର କରିବାକୁ ଉତ୍ସାହିତ ହୁଅନ୍ତି ଯାହା ସେମାନଙ୍କର ଶେଷ ଅନୈତିକ ବା ନୈତିକତାବିହୀନ ଅବସ୍ଥା ପ୍ରତି ଅନ୍ତର୍ଦୃଷ୍ଟି ଦ୍ୱାରା ବିପରୀତ ଦିଶେ । ବିଶେଷତଃ ସେମାନଙ୍କ କାର୍ଯ୍ୟକଳାପମାନ, ସେମାନଙ୍କ ସର୍ବେଶ୍ୱରବାଦର ଦର୍ଶନ ନୁହେଁ, ବାସ୍ତବ ଭାବରେ ଏହା ପ୍ରସ୍ତାବ ଦିଏ ଯେ ଏପରି ମାନବ ପ୍ରେମ ଯାହା ନୈତିକତାବିହୀନ ବିପକ୍ଷ ସହିତ ତୁଳନା କରାଗଲେ ଏକ ନିଚ୍ଚତର ଅପେକ୍ଷା ବରଂ ଏକ ଉଚ୍ଚତର ବିଷୟ ଅଟେ । ବିଶେଷତଃ ଯେପରି ଏହା ସଭ୍ୟତାର ସଂସ୍କୃତି ଓ ସମାଜ ସ୍ଥିତି ଲାଭ ପାଇଁ ତାହାର ଅବଦାନ ପ୍ରଦାନ କରେ । ଏହିପରି ସେମାନଙ୍କର ଯେଉଁ ମତବାଦକୁ ନିର୍ବାଣ ବା ମୋକ୍ଷରେ ପହଞ୍ଚିବାରେ ଏକ ପଦକ୍ଷେପର ପ୍ରସ୍ତର ରୂପେ ଯୋଗାଇ ଥାଆନ୍ତି, ଯାହା ସେମାନଙ୍କର ଦୈନନ୍ଦିନ ଜୀବନ କିପରି ଯାପନ କରିବେ ତାହାର ସରଳ ଭାବେ ଓ ଅତୋଷଣୀୟ ଭାବେ ବିରୋଧ କରେ । ଆହୁରି ମଧ୍ୟ ନୈତିକ ଭିନ୍ନତାମାନ କିପରି ଭ୍ରମାତ୍ମକ ଓ ଗୁଣାତ୍ମକ ଭାବେ ଅର୍ଥହୀନ ହୋଇପାରେ ଏବଂ ତାହାପରେ ଯେ କୌଣସି ଉପାୟରେ ରହସ୍ୟଜନକ ଭାବେ ଏହି ଗୁଣବିଶିଷ୍ଟ ବା ପ୍ରଶଂସନୀୟ କାର୍ଯ୍ୟସମୂହକୁ ଅର୍ଥପୂର୍ଣ୍ଣ ବା ପ୍ରକୃତରେ ଗୁରୁତ୍ୱପୂର୍ଣ୍ଣ ହେବାକୁ ରୂପାନ୍ତରୀତ କରିପାରେ ଯାହା ଚରମ ସତ୍ୟ ଅପେକ୍ଷା ଅଧିକ କୁହୁକ ବା ଯାଦୁବିଦ୍ୟା ଦ୍ୱାରା ହେବା ପରି ଦେଖାଯାଏ ? ବାସ୍ତବିକତାରେ ସର୍ବେଶ୍ୱରବାଦୀମାନଙ୍କ ବିଶ୍ୱାସ ଅନୁସାରେ ଆଡୋଲଫ୍ ହିଟ୍‌ଲର୍‌ଙ୍କ କାର୍ଯ୍ୟ ଓ ମାଁ ତେରେସଙ୍କ କାର୍ଯ୍ୟ କୁହ ସେମାନଙ୍କ ମଧ୍ୟରେ ଭିନ୍ନତା ବା ପ୍ରଭେଦ ଦେଖିବା ଆବଶ୍ୟକ ନୁହେଁ, ଯେହେତୁ ସେମାନଙ୍କ ମଧ୍ୟରେ ପ୍ରକୃତରେ କୌଣସି ଭିନ୍ନତା ନାହିଁ ଏବଂ କିଅବା ନଚେତ୍ ଈଶ୍ୱରଙ୍କୁ ସମାଲୋଚନା କରିବା ଲକ୍ଷ୍ୟ ରହିବ ।
ତଥାପି ଯେଉଁ ସର୍ବେଶ୍ୱରବାଦୀମାନେ ନୈତିକ ଗୁଣ ଅତିକ୍ରମ କରି ଜୀବନଯାପନ କରନ୍ତି ଯେପରି ନୈତିକତା ଭଙ୍ଗ କରାଯିବା ବେଳେ ପାର୍ଶ୍ୱରେ ଆଳସ୍ୟପରାୟଣ ବା ବେକାର ଭାବେ ଠିଆ ହୁଅନ୍ତି ଯାହା କିପରି ପୁନଶ୍ଚ ଏକ ନିୟମ ଅଟେ। ଠିକ୍ ଠାରୁ ଭୁଲକୁ ଭିନ୍ନ ରୂପେ ବିଚାର କରିବାର ଏକ ସାର୍ବଜନୀନ ନ୍ୟାୟବାନ୍ ରୀତିର ବାସ୍ତବତା ଆଡ଼କୁ କଢ଼ାଇ ନେବାକୁ ? କହିବାକୁ ଗଲେ ଏକ ବନ୍ଧୁ ଗୋଟିଏ ପୁରସ୍କାର ଦେବା ଓ ଏକ ଚୋର ସକାଶେ ସେହି ପୁରସ୍କାରକୁ ଚୋରି କରିବା ମଧ୍ୟରେ ମୂଲ୍ୟରେ କିଛି ଭିନ୍ନତା ବା ପ୍ରଭେଦ ନାହିଁ । ତାହା କେବଳ ସିଧା ଭାବେ ଅତି ବିଶ୍ୱସ୍ତତା ଓ ଏକ ମିଥ୍ୟା ଅଟେ । ଏକ ଜଗତ ଓ ସମାଜର କଳ୍ପନା ତୁମେ କରି ପାରିବ କି ଯାହା ନୈତିକ ପରିବେଷ୍ଟନୀ ବିନା ଶାସିତ ହେଉଅଛି, ଅରାଜକତାର ଏକ ବେନିୟମ (ଆଇନଶୂନ୍ୟ) ଅବସ୍ଥାରେ ବଞ୍ଚି ରହିଛି ? ମୌଳିକ ଭାବେ ସର୍ବେଶ୍ୱରବାଦୀ ସ୍ୱାଭାବିକ ଭାବେ ବୁଝେ ଯେ, ବାସ୍ତବ ବିଷୟ କିଛି ଓ ଗୁରୁତ୍ୱପୂର୍ଣ୍ଣ ବିଷୟ କିଛି ଅଛି ସାମାଜିକ ସମ୍ପୃକ୍ତି ସକାଶେ ନୀତିଗତ ସ୍ତରମାନ ପରି ରଖିବାକୁ, ଯାହା ମଧ୍ୟରୁ ସେମାନେ କେବେହେଲେ ମୁକ୍ତି ପାଇପାରିବେ ନାହିଁ କିଅବା ତାହା ଉପେକ୍ଷା କରି ପାରିବେ ନାହିଁ ବା କରିବା ଅନୁଚିତ୍, ଯାହା ଏପରିକି ମୃତ୍ୟୁ ପାର ବା ସମାଧିସ୍ଥ ହେବା ପରବର୍ତ୍ତୀ ସମୟ ପର୍ଯ୍ୟନ୍ତ ତିଷ୍ଠି ରହିଥାଏ ପ୍ରତିଶୋଧର କର୍ମର ଶକ୍ତିରେ ବିଶ୍ୱାସ ଅନୁଯାୟୀ, ଯାହା ଦର୍ଶାଏ ଯେ ହିନ୍ଦୁ ବିଶ୍ୱାସ ସମୂହ ଅନୁସାରେ ନୈତିକ ଗୁଣମାନ ଗୁରୁତ୍ୱପୂର୍ଣ୍ଣ ଭାବେ ଅନୈତିକତାର ପରିଣାମ ବୁଝିବା ପାଇଁ ପ୍ରଯୁଜ୍ୟ, ଠିକ୍ ଓ ଭୁଲ/ଉତ୍ତମ ଓ ମନ୍ଦର ସାର୍ବଜନୀନ ନିୟମମାନ ଭଙ୍ଗ କରିବା ପରି । ଶେଷରେ ଏ ବିଷୟରେ ମୁଁ କହୁନାହିଁ ଯେ ହିନ୍ଦୁମାନେ ନୈତିକତାହୀନ ମାତ୍ର ମୁଁ ଯାହା ପ୍ରତିଷ୍ଠିତ କରୁଅଛି ତାହା ହେଉଛି ସେମାନଙ୍କର ଏକ ଦୃଢ଼ ମୂଳଦୁଆ ବା ମୂଳଭିତ୍ତି ସେହି ଅନୁସାରେ କାର୍ଯ୍ୟ କରିବାକୁ ନାହିଁ ଯଦି ଏପରି ବ୍ୟବହାର ଅତ୍ୟନ୍ତ ଅବାସ୍ତବ ବା ମିଥ୍ୟା ବା ଭ୍ରାନ୍ତିଜନକ ଏବଂ ସେମାନଙ୍କ ବିଶ୍ୱାସ ପ୍ରକାଶ କରୁଛି ଯେ ଏହା କେବଳ ସେମାନଙ୍କ ଜୀବନଶୈଳୀ ଦ୍ୱାରା ମିଥ୍ୟା ପ୍ରମାଣିତ ବୋଲି ସାବ୍ୟସ୍ତ କରିବାକୁ ବିଶେଷ ବିନତି ଶେଷରେ କରିବାକୁ ଏକ ଆବଶ୍ୟକ ମାଧ୍ୟମ ଅଟେ। ଶେଷରେ ଈଶ୍ୱର (ଦେବତା) ନୈତିକତାବିହୀନ ବୋଲି କହିବା ହେଉଛି ଦେବତା ବା ଈଶ୍ୱରଙ୍କ ବିଷୟକ ଏକ ବିଶ୍ୱାସ ସୃଷ୍ଟି କରିବା ଯାହା ଏକ ବିକୃତମସ୍ତିଷ୍କ ବା ବାତୁଳତାର ସାମାଜିକ ପଥ ସହିତ ସମାନ । ଅନ୍ୟ ଏକ ବିଷୟ ହେଉଛି ଯେ ସର୍ବେଶ୍ୱରବାଦୀ କାରଣ ଓ ଯୁକ୍ତିଶାସ୍ତ୍ର ଅଗ୍ରାହ୍ୟ କରେ ଯେପରି ବିପକ୍ଷମତ ବିନା (ବ୍ୟତୀତ) ନିୟମ ପ୍ରକାଶ କରୁଅଛି ଯେ “ କ ଓ କ ବିନା” ଉଭୟ ଏକ ଏବଂ ସମାନ ବାସ୍ତବତା । ଏବଂ ତଥାପି ସେମାନଙ୍କ ଦୈନନ୍ଦିନ ଜୀବନଯାପନ ଏହି ବିଶ୍ୱାସରୀତି ସହିତ ଏକମତ ନୁହେଁ କିଅବା ସେମାନଙ୍କର ସର୍ବେଶ୍ୱରବାଦ ଦର୍ଶନ ବିଦ୍ୟା ମଧ୍ୟ ଏକମତ ନୁହେଁ ଯାହା ଦ୍ୱୈତବାଦର ସପକ୍ଷ ଯଥା ସତ୍ୟ ଓ ମିଥ୍ୟା କଣ, ତାହା ବାସ୍ତବତା ଓ ଅବାସ୍ତବତା (ମିଥ୍ୟା) ମଧ୍ୟରେ ଭିନ୍ନତା ଉପରେ ନିର୍ଭର କରେ। ଏହି ଅପ୍ରତିଷ୍ଠିତ ମତବାଦର କେତେକ ଉଦାହରଣମାନ ଅନୁମାନ କରିବାକୁ ସର୍ବେଶ୍ୱରବାଦୀକୁ ଦେବ ଯେ, ଜଣେ ବ୍ୟକ୍ତି ସ୍ଥିତିଲାଭ କରେ ନାହିଁ, ଯେକି ବ୍ୟଙ୍ଗାତ୍ମକ ଭାବେ ଆବଶ୍ୟକ କରେ, ଜଣେ ବ୍ୟକ୍ତି ସ୍ଥିତିଲାଭ କରିବାକୁ ଏପରି ଦାବିମାନ କରିବାକୁ ହେବ । ଆହୁରି ମଧ୍ୟ ଏହା ନିର୍ଦ୍ଦିଷ୍ଟ କରେ ଯେ ଏକ ସମୟ/ଶୂନ୍ୟମଣ୍ଡଳ ପରିସର ମଧ୍ୟରେ ପ୍ରକୃତ ଅକଳନୀୟ ବା ଅସୀମ ବିଷୟମାନେ ଅଛି ଯାହା ଏକ ଅବାସ୍ତବ ଏବଂ ଏକ କାଳ୍ପନିକ ମିଥ୍ୟା ଅଟେ, ତାହା କେବଳ ଗାଣିତିକ ସୂତ୍ରମାନଙ୍କ ମଧ୍ୟରେ ବାସ କରେ । ଅଧିକନ୍ତୁ ସେମାନଙ୍କ ସୀମିତ ଅବସ୍ଥାରେ ଈଶ୍ୱରଙ୍କୁ ଜ୍ଞାତ ହେବା ଅସମ୍ଭବ ବୋଲି ଘୋଷଣା କରିବାକୁ ସେମାନେ ସ୍ୱୟଂ ପରାସ୍ତ, ତାହା ସହିତ ସର୍ବଜ୍ଞ ଓ ସିଦ୍ଧ ମନ୍ତବ୍ୟ, ଜ୍ଞାନ ବିଷୟରେ ଏକ ସସୀମ ସୃଷ୍ଟି ରୂପେ ଦେଇଛନ୍ତି ।
ଏହା ସହିତ ଯୋଗ କରି, ଯଦି ସର୍ବେଶ୍ୱରବାଦୀ ସେମାନଙ୍କ ନିଜର ମୂଳତତ୍ୱ ବିଶ୍ୱାସ ଗୁଡ଼ିକରେ ଅବିଚଳିତ ରହିଥାଆନ୍ତେ, ଏହା ସେମାନଙ୍କୁ ସେମାନଙ୍କର ନିଜ ମନ୍ତବ୍ୟଗୁଡ଼ିକ ବିଷୟରେ ସନ୍ଦେହ କରିବାକୁ ଦେଇଥାଆନ୍ତା ଯାହା ସସୀମ ବ୍ୟକ୍ତିମାନଙ୍କ ଠାରୁ ଆସେ ଏବଂ ମନୁଷ୍ୟକୁ ସ୍ୱର୍ଗୀୟ ରୂପେ ବିଶ୍ୱାସ କରିବା ପାଇଁ ଉଦ୍‌ଭାବନ କରିବା ଦ୍ୱାରା ଆପଣାମାନଙ୍କୁ ପ୍ରତାରିତ କରି ପାରିଥାଆନ୍ତେ। ସେଥିପାଇଁ ସେମାନେ ପ୍ରକୃତରେ ଏପରିକି ସେମାନଙ୍କର ନିଜର ଚିନ୍ତାର ରୀତି ଉପରେ ସୁଦ୍ଧା ବିଶ୍ୱାସ ବା ଭରସା କରି ପାରନ୍ତି ନାହିଁ।
ଏହା ତାହାର ସୀମାର ଅଧୀନସ୍ଥ ଥିବାରୁ ମାନବ ଶିକ୍ଷକ ମନର ମିଥ୍ୟା ବା କାଳ୍ପନିକ ଧାରଣା ଓ ପାଠ୍ୟାଂଶ ଉପରେ ନିର୍ଭର କରି ତାହା ହୁଏତ ସେଗୁଡ଼ିକର ବିଷୟବସ୍ତୁରେ ଭ୍ରାନ୍ତିଜନକ ହୋଇ ପାରିଥାଏ, ଯାହା ବିଷୟରେ ମୁଁ ବଳିଷ୍ଠ ଭାବେ ସନ୍ଦେହ କଲି, ଯେପରି ସମୁଦାୟ ଦାର୍ଶନିକ ରୀତିଟି ମୌଳିକ ଭାବେ ଏବଂ ନିଜେ ପ୍ରତ୍ୟକ୍ଷ ଭାବେ ବିପରୀତ ଅନ୍ତର୍ଜ୍ଞାନ ବା ଅନ୍ତର୍ଦୃଷ୍ଟିରେ ଅପ୍ରାକୃତିକ ଓ ଅନିୟମିତ ରୂପେ ଦୃଶ୍ୟମାନ ହେଇଅଛି । ବିଶେଷତଃ ଯେପରି ଏହି ବିଶ୍ୱାସ ମାନକୁ ସପକ୍ଷତା ଦେଉଥିବାର କିଛି ଦୃଢ଼ିକରଣ ବା ଫଳପ୍ରଦ ପ୍ରଦର୍ଶନ ନାହିଁ, ସେମାନଙ୍କ ଦୈନନ୍ଦିତ ଜୀବନଯାପନର କାର୍ଯ୍ୟକଳାପ ଦ୍ୱାରା ମିଥ୍ୟା ପ୍ରମାଣିତ ହୋଇ ଆସିଅଛି । ସବୁକଥା ବିଚାର କଲା ପରେ ସର୍ବେଶ୍ୱରବାଦୀଙ୍କର ଯାହା ପ୍ରସ୍ତାବିତ କରିବାକୁ ଚିହ୍ନ ଅଛି ତାହା ହେଉଛି, ବସ୍ତୁଗତ ଜଗତ ଅବାସ୍ତବ ଅଟେ ? ସେମାନଙ୍କର କି ପରୀକ୍ଷା ଯୋଗ୍ୟ ପ୍ରଣାଳୀ ଏକ ପ୍ରାକୃତିକ ବାସ୍ତବତା ବିରୁଦ୍ଧରେ ପ୍ରମାଣ ଦେବାକୁ ବିଷୟବସ୍ତୁ ଅଛି ? ଅଧିକନ୍ତୁ କେଉଁ ସର୍ବେଶ୍ୱରବାଦୀ ଉଭୟ ପାର୍ଶ୍ୱର ରାସ୍ତାର ଯାନବାହନକୁ ଲକ୍ଷ୍ୟ ନ କରି ରାସ୍ତା ପାର ବା ଅତିକ୍ରମ କରିବାକୁ ସାହସ କରିବ କେବଳ ବିଶ୍ୱାସ କରି ଯେ ଯାନବାହନଗୁଡ଼ିକ ସେମାନଙ୍କର କେବଳ ଏକ କଳ୍ପିତ ଅବାସ୍ତବ ପଦାର୍ଥମାନ ? ସୁତରାଂ ଏକ ଶାରୀରିକ ବାସ୍ତବତାରେ ଏହା ବହୁ ପରିମାଣ ଅଧିକ ବିଶ୍ୱାସ କରିବାକୁ ଗ୍ରହଣ ସାପେକ୍ଷ ତହା ପରେ ମାଟ୍ରିକ୍ସଙ୍କ ବିଜ୍ଞାନ କଳ୍ପନା ଯାହା କେବଳ ହଲିଉଡରୁ ଉତ୍ପନ୍ନ ଏକ ସୃଷ୍ଟିକାରୀ ମିଥ୍ୟା କଳ୍ପନା । ଏହି ସମସ୍ତରେ ଯୋଗ କରି ପ୍ରକାଶ କରିବାକୁ ଅଛି ଯେ ଆମ୍ଭେମାନେ କେବଳ କାଳ୍ପନିକ ଜଗତ ପରି ଏକ ସ୍ୱପ୍ନ ରାଜ୍ୟରେ ବାସ କରୁଅଛୁ ଯାହା ପ୍ରକୃତରେ ବାସ୍ତବ ନୁହେଁ ମାତ୍ର ସେପରି କେବଳ ଥିବା ପରି ଦେଖାଯାଏ, ଏହା କେବଳ ସରଳ ଅଜ୍ଞତା । ଏହିପରି ଅଯୌକ୍ତିକତାର ସମୁଦାୟ ପ୍ରକାର, ମିଥ୍ୟା ବା ଭ୍ରାନ୍ତି ସମୂହର ବିଷୟ କେବଳ ଧାରଣ କରିବାକୁ ଅକ୍ଷମ ଓ ଅସାଧାରଣ, ମାତ୍ରାରେ ଊଣା ସମ୍ଭାବନା ବା ଯୋଗ କରିବାକୁ ଅକ୍ଷମ ତାହାର ବିପକ୍ଷ ବିବରଣ ଅପେକ୍ଷା ଦର୍ଶାଇବାରେ ଲାଗିଥାଏ ।
ସେମାନଙ୍କ ଦର୍ଶନବିଦ୍ୟାର ଅନ୍ୟ ଅବାସ୍ତବିକତା ବିଷୟ ହେଉଛି ଯେ ବ୍ୟକ୍ତିଗତ ବା ବ୍ୟକ୍ତିତ୍ୱତା ଯଥା: ବିବେକ ଇଚ୍ଛା, ଭାବାବେଗମାନ ଓ ଜ୍ଞାନ ସେହିପରି ଭ୍ରାନ୍ତଜନକ ଏବଂ ସରଳ ସ୍ୱଭାବ ଓ ଈଶ୍ୱରଙ୍କ ଚରିତ୍ରର ବିବରୀତ ଏବଂ ତଥାପି ବାସ୍ତବତାରେ କେଉଁ ବ୍ୟକ୍ତି ଏହି ଉପାୟରେ କାର୍ଯ୍ୟ କରେ ନାହିଁ ଯେଉଁମାନେ ଯେ ପର୍ଯ୍ୟନ୍ତ ଅଚେତ୍ ଅବସ୍ଥାକୁ ନ ଆସିଛନ୍ତି ? ଏହା ଦେଖାଯାଏ ଯେ ଈଶ୍ୱର ବିଷୟକ ଏହି ଅତି ସରଳ କରାଯିବା ବିବରଣ ବିଶ୍ୱ ସୃଷ୍ଟି ସମ୍ବନ୍ଧୀୟ ତତ୍ୱ ଓ ସମସ୍ତ ଘଟଣା ଯେ ଉଦ୍ଦେଶ୍ୟମୂଳକ ଏହି ତତ୍ୱ ର ଚିହ୍ନ ସବୁକୁ ଆଲୋକରେ ଅନାଚ୍ଛାଦିତ ହେଉଅଛି, ପରିକଳ୍ପନା ଓ ଉତ୍ପତ୍ତିର ଜଟିଳତା, ଯାହା ବିଷୟରେ ମୁଁ ପୂର୍ବରେ ଉଲ୍ଲେଖ କରିଅଛି ଅନ୍ୟ ବିଷୟର ଲେଖା ସହିତ ।
ନାସ୍ତିକ ଓ ଅବିଜ୍ଞେବାଦୀ
ଆହୁରି ମଧ୍ୟ କହିବାକୁ ଅଛି ଯେ, ଈଶ୍ୱର ଏକ ପଥର ବା କାଠି ବା ବାଡ଼ି ପରି ବା ତାହାର ସମତୁଲ୍ୟ ଥିବା ବିଷୟ ମୌଳିକ ଭାବେ ବୁଝାଏ ଯେ ମାନବିକତା, ଈଶ୍ୱରତ୍ୱ ଆଡ଼କୁ କ୍ରମିକ ଅଗ୍ରଗତିର ବିଶ୍ୱାସସମ୍ମତ ଥିବା ବିବର୍ତ୍ତନବାଦର ମାପ ଉପରେ ପ୍ରକୃତରେ ପଶ୍ଚାତ୍‌ଧାବନ କରୁଅଛି । ପୁନଃ ଅବତାରତ୍ୱରେ ପଶ୍ଚାତ୍ ଆଡ଼କୁ ଯାଉଥିବା ଦେଖାଯାଏ । ମାତ୍ର ଏହା ଈଶ୍ୱରଙ୍କ ସହ ଆପଣାକୁ ସମଶ୍ରେଣୀଭୁକ୍ତ କରିବାକୁ ଆଗକୁ ଗତି ଅଟେ। ସମୁଦାୟ ଈଶ୍ୱର ବିଷୟକ ଏହି ପ୍ରକାର ଜ୍ଞାନ ବିଶ୍ୱାସରେ ଏହା ମଧ୍ୟ କେତେକ ହିନ୍ଦୁମାନଙ୍କୁ ବିରୋଧ କରେ, କିପରି ସେମାନେ ଜାତିପ୍ରଥା ଦ୍ୱାରା ଅନ୍ୟମାନଙ୍କୁ ସମାଜର ସଭ୍ୟପଦଚ୍ୟୁତ କରନ୍ତି, ଯାହା ଦଳିତମାନଙ୍କୁ ନିଚ୍ଚସ୍ତରର ମାନବ ବୋଲି ଜ୍ଞାନ କରେ ଓ ତାଙ୍କ ପ୍ରତି ବ୍ୟବହାର କରେ। ତଥାପି ଈଶ୍ୱରଙ୍କ ଅନ୍ୟ ଜଣେ ପ୍ରତିନିଧି ପ୍ରତି ଅସମ୍ମାନ ପ୍ରଦର୍ଶନ ନିତାନ୍ତ ତୁମ ନିଜକୁ ଅସମ୍ମାନ ପ୍ରଦର୍ଶନ ଅଟେ ।
ହିନ୍ଦୁ ସମାଜ ମଧ୍ୟରେ ଅନ୍ୟ ଏକ ମୂଲ୍ୟ ହେଉଛି “ସମସ୍ତ ପଥ ଈଶ୍ୱରଙ୍କ ଆଡ଼କୁ କଢ଼ାଇ ନିଏ ” ଶିକ୍ଷାରେ ସ୍ୱୀକୃତି ପ୍ରଦାନ । ଯେଉଁ ବିଷୟରେ ମୁଁ ଅନ୍ୟ ଏକ ସ୍ଥାନରେ ଉଲ୍ଲେଖ କରିଅଛି ଏବଂ ତଥାପି ଜାତୀୟବାଦୀ ହିନ୍ଦୁମାନଙ୍କ ପକ୍ଷରେ ମାଡ଼ି ଆସି ପ୍ରବେଶ କରିଥିବା ଦର୍ଶନବାଦମାନ ଓ ଧର୍ମମାନଙ୍କ ବିରୁଦ୍ଧରେ ହିଂସାତ୍ମକ ପ୍ରତିକ୍ରିୟା ପ୍ରକାଶ କରିବା ଦର୍ଶାଏ ଯେ ସେମାନେ ପ୍ରକୃତରେ ଏହା ବିଶ୍ୱାସ ବା ଗ୍ରହଣ କରନ୍ତି ନାହିଁ ଯେତେବେଳେ ସେମାନେ ଦେଖନ୍ତି ଏହା ସେମାନଙ୍କ ସଂସ୍କୃତି ସହିତ ସମାନ ନୁହେଁ, ଯାହା ଦ୍ୱାରା ସେମାନେ ଅନ୍ୟ ବିଶ୍ୱାସ ମତଗୁଡ଼ିକୁ ତୀବ୍ର ଭାବରେ ଆକ୍ରମଣ କରିଥାଆନ୍ତି।
ସମସ୍ତ ପଥ ଈଶ୍ୱରଙ୍କ ଆଡ଼କୁ କଢ଼ାଇ ନିଏ
ଉପସଂହାରରେ ଏହି ପଦ୍ଧତି ବିଦ୍ୟା, ସର୍ବେଶ୍ୱର ମତବାଦ ଆଡ଼କୁ ପ୍ରକୃତରେ କେବଳ ପଛୁଆ ଲୋକଙ୍କ ପାଇଁ ଏକ ମରୀଚିକା (ବିଭ୍ରାନ୍ତିକର ପଥ) କିଅବା ଯାନ୍ତ୍ରିକ ବିଦ୍ୟାକୁ ଧାରଣ କରିବାକୁ ଓଲଟାଇ ଆଣିବା ଅବା ଜୀବନରେ ସଂଘର୍ଷକୁ ବ୍ୟଥା ଓ କ୍ଲେଶ ବା ଦୁଃଖ ମଧ୍ୟ ଦେଇ ସମ୍ଭାଳିବା ଏବଂ ମୃତ୍ୟୁ ଏକ ସ୍ମୃତିଚିହ୍ନ ବା ସ୍ମାରକ ସ୍ତମ୍ଭ ସ୍ଥାପନ ବା ନିର୍ମାଣ କରିବାର ପ୍ରଚେଷ୍ଟା ଯେପରି ସମ୍ପୂର୍ଣ୍ଣ ଜୀବନ ଗୋଟିଏ ଆକୃତିର ବାହ୍ୟରେଖାର କାର୍ଯ୍ୟ ମଧ୍ୟରେ ଆବାସ କରିବାର ଏକ ଅନୁଷ୍ଠାନ ପ୍ରତିଷ୍ଠିତ କରିବ। ଏପରି ବିଭିନ୍ନତାକୁ ଜୀବନରେ ବ୍ୟାଖ୍ୟା କରିବାକୁ ଓ ଏକ ପ୍ରକାର କରିବା ଲାଗି ଏକ ଚତୁର୍କୋଣ ବିଶିଷ୍ଟ କାଠଖଣ୍ଡ ଏକ ଗୋଲାକାର ଗର୍ତ୍ତ ମଧ୍ୟରେ ପ୍ରବେଶ କରାଇବାର ଚେଷ୍ଟା ପରି ଏହା ଏକ ପ୍ରତିକ୍ରିୟାଶୀଳ ଉଦ୍ୟମ ତଥାପି ସେହି ଉପାୟରେ ଏହା କାର୍ଯ୍ୟ କରେ ନାହିଁ । ସେଥିପାଇଁ ନିୟମ ରକ୍ଷଣଶୀଳତା ବିନା ରକ୍ଷଣଶୀଳତାର ଏପରି ଦାବି ଗୁଣାମକ ଭାବେ ଅବାସ୍ତବ, ଜ୍ଞାନାଲୋକହୀନ ଓ ନୈତିକତାର ରକ୍ଷଣଶୀଳତା ବିହୀନ ଅଟେ। ଏ ପ୍ରକାର ମନୋବୃତ୍ତିକୁ ଯୀଶୁ କପଟି ବୋଲି କହିଥିଲେ ଯେଉଁମାନେ ଯାହା ନୁହନ୍ତି ତାହା ବୋଲି ଛଳନା କରୁଥିଲେ ।
ବୋଧହୁଏ ଏହି ଭ୍ରାନ୍ତିଜନକ ବା ମିଥ୍ୟା ବିଶ୍ୱାସର ସମୁଦାୟ ଭାବଧାରା ଦୁଃଖ ଓ ଜୀବନର ବିଭିନ୍ନତା ମାନର ସହିତ ସହଯୋଗର ଏକ ଉପାୟ ବା ପଥ ଅଟେ, ଆଶାପୂର୍ଣ୍ଣ ପୁନର୍ମିଳନର ଏକ ଜ୍ଞାନ ଦେଉଥିବାରୁ । ଯାହା ବି ହେଉ ବିଶ୍ୱାସ କରିବା ବା କିଛି ବିଷୟରେ ଆକାଂକ୍ଷିତ ହେବା ବଡ଼ ବିଷୟ ନୁହେଁ, ତୁମେ କେତେ ବିଶ୍ୱସ୍ତ ଏହା କୌଣସି ବିଷୟକୁ ବାସ୍ତବ ବା ଅବାସ୍ତବ ସେହି ବିଷୟ ପାଇଁ କରିଦିଏ ନାହିଁ । ସମ୍ମାନର ସହିତ ହିନ୍ଦୁ ସମାଜ ବିସ୍ତୃତ ଭାବେ ଜ୍ଞାନାଲୋକରେ ଉନ୍ନତ ବୋଲି ଭାବିବାକୁ ଏହା ସେମାନଙ୍କ ଧର୍ମମତ ଉପରେ ନିର୍ଭର କରେ ଯାହା ପରସ୍ପରର ବିରୁଦ୍ଧ ଓ ଅପ୍ରତିଷ୍ଠିତ ତାହା ଏହାର ସମାଜର ଦୁର୍ବଳତା ଉପରେ ନିର୍ଭର କରେ ଯାହା ଜଗତର କୁଷ୍ଠରୋଗୀ ଓ ଅନ୍ଧମାନଙ୍କୁ ଧାରଣ କରେ ଓ ପ୍ରଦର୍ଶନ କରେ ଏପରି ଅଭ୍ୟାସମାନ ଓ ବିଶ୍ୱାସ ଗୁଡ଼ିକ ଅଧିକ ଜ୍ଞାନାଲୋକର ପଥ ଓ ସମାଜ ଆଡ଼କୁ କଢ଼ାଇ ନିଏ ନାହିଁ ।
ଶେଷରେ ମୁଁ ବାଇବଲ ଅନୁଯାୟୀ ମତ ପ୍ରସ୍ତାବିତ କରିବାକୁ ଇଚ୍ଛା କରେ ଯାହା ତଦନ୍ତ ବା ପରୀକ୍ଷା କରାହୋଇ ଆସିଅଛି ଓ ପ୍ରଦର୍ଶିତ ହୋଇଛି ଯେ ତାହା ଐତିହାସିକ, ଦର୍ଶନ ଶାସ୍ତ୍ରାନୁସାରେ ନିର୍ଭରଯୋଗ୍ୟ, ବୋଧଗମ୍ୟ, ପ୍ରଯୁଜ୍ୟ ଓ ଆପାତତଃ ଯୁକ୍ତିଯୁକ୍ତ ରୂପେ ଜୀବନକୁ ଏକ ଅଧିକ ସାମ୍ଭାବ୍ୟ ବାସ୍ତବ ରୂପେ ବ୍ୟାଖ୍ୟା କରିଅଛି ।
ବାଇବଲ ବାସ୍ତବତା ପ୍ରତି ଏକ ଅଧିକ ବ୍ୟାଖ୍ୟା ପ୍ରଦାନ କରେ କାରଣ ଏହା ପ୍ରକାଶ କରେ ଯେ ଏକ ଅନନ୍ତ କାଳୀନ ସର୍ବୋପରି ବା ସର୍ବୋତ୍କୃଷ୍ଟ, ସର୍ବଜ୍ଞ, ସର୍ବଶକ୍ତିମାନ ଈଶ୍ୱର ସମସ୍ତ ବାସ୍ତବତାମାନ, ଉଭୟ ଶାରୀରିକ ଓ ଆତ୍ମିକ, ମାନବଜାତିକୁ ତାହାଙ୍କ ସମସ୍ତ ସୃଷ୍ଟିର ଶ୍ରେଷ୍ଠ କରି ସୃଷ୍ଟି କଲେ। ମାନବଜାତି ଈଶ୍ୱରଙ୍କ ପ୍ରତିମୂର୍ତ୍ତିରେ ନିର୍ମିତ ହେଲେ, ଯଦିବା ଈଶ୍ୱର ନୁହନ୍ତି, ତାହାଙ୍କ ଗୁଣଗୁଡ଼ିକର ଅଂଶୀ ହୋଇ ଏକ ସଚେତନ ନୈତିକ ଓ ଜ୍ଞାନବିଶିଷ୍ଠ ବ୍ୟକ୍ତି ହୋଇଛନ୍ତି, ଯେଉଁମାନଙ୍କର ସ୍ୱାଧୀନ ନୈତିକ ବ୍ୟକ୍ତିବିଶେଷ ଭାବେ ସ୍ୱଇଚ୍ଛା ରହିଛି ଏବଂ ତଥାପି ଏହି ମହାନତା ସତ୍ତ୍ୱେ ସୃଷ୍ଟିକର୍ତ୍ତାଙ୍କ ପବିତ୍ରତା ବିରୁଦ୍ଧରେ ବିରୋଧାତ୍ମକ ଭାବେ ବିଦ୍ରୋହ କରିବାକୁ ପସନ୍ଦ କଲେ ମାନବ ଓ ଈଶ୍ୱରଙ୍କ ମଧ୍ୟରେ ଏକ ସହଯୋଗିତା ଖଣ୍ଡନ ବା ପୃଥିବୀକରଣର କାରଣ ହୋଇ ମାନବଜାତି ଫଳରେ ପାପପୂର୍ଣ୍ଣ ସ୍ୱଭାବ ପ୍ରାପ୍ତ ହେଲେ । ଏହି ସମସ୍ତରେ ସୁସମ୍ବାଦ ହେଉଛି, ଈଶ୍ୱର ସର୍ବଭୌମ ସର୍ବାଧିକାରୀ ରାଜା ରୂପେ, ଏକ ବ୍ୟକ୍ତି ଓ ଦୟାମୟ ବ୍ୟକ୍ତି ହୋଇଥିବାରୁ ଯୀଶୁଙ୍କୁ ଜଗତ ମଧ୍ୟକୁ ଆଣିଲେ, ଯେ କି ପ୍ରଭୁ ରୂପେ ରକ୍ତ ମାଂସରେ (ମନୁଷ୍ୟ ଶରୀରରେ) ପରିଣତ ହେଲେ ମନୁଷ୍ୟ ଜାତିକୁ ଉଦ୍ଧାର କରିବାକୁ ଓ ମୁକ୍ତି ଦେବାକୁ ଓ ସେମାନଙ୍କୁ ଈଶ୍ୱରଙ୍କ ନିକଟକୁ ଫେରାଇ ଆଣିବାକୁ ଏକ ପୁନର୍ମିଳନ ଦ୍ୱାରା ଓ ସେମାନଙ୍କୁ ମୁକ୍ତ କରିବା ପ୍ରଚେଷ୍ଟା ହେତୁ ଏକ ପ୍ରକାର ବଳିଦାନ ସ୍ୱରୂପେ ତାହାଙ୍କ ଶାରୀରିକ ଜୀବନ ଦେବାକୁ ହେଲା, ମାନବ ଜାତିକୁ ମୁକ୍ତି ଦେବାକୁ ଓ ସ୍ୱାଧୀନତା ଦେବାକୁ ତାହାଙ୍କ ସିଦ୍ଧ ଜୀବନକୁ ମାନବ କ୍ଲେଶଭୋଗର କୃଶ ନାମକ ଯନ୍ତ୍ର ଉପରେ ଉତ୍ସର୍ଗ କରିବା ଦ୍ୱାରା । ଏହା ନ୍ୟାୟସଙ୍ଗତ ଅଦାଲତରେ ବ୍ୟବହୃତ ଦଣ୍ଡବିଧାନ ଯନ୍ତ୍ର ଓ ଈଶ୍ୱରଙ୍କ ନ୍ୟାୟକୁ ସନ୍ତୁଷ୍ଟ କରିବା ପ୍ରତିବଦଳ କାରବାର, ଯେଉଁ କାରବାରରେ ତାହାଙ୍କ ଠାରେ ବିଶ୍ୱାସ କରିଥିବା ଲୋକଙ୍କ ପାଇଁ ପରିତ୍ରାଣ ଲାଭ କରିବାକୁ ଏହା ଥିଲା ମୂଲ୍ୟ ଦାଖଲ କରିବାର ଏକ ମାଧ୍ୟମ, ଯାହା ଆମ୍ଭମାନଙ୍କୁ ତାହାଙ୍କ ସହିତ ଏକୈଭୂତ କରି ଈଶ୍ୱରଙ୍କ ଅନନ୍ତ ଜୀବନ ଓ ଶାନ୍ତି ଏହାର ଫଳ ସ୍ୱରୂପ ପ୍ରଦାନ କରୁଅଛି ଆମ୍ଭମାନଙ୍କୁ ଅନନ୍ତ ମୃତ୍ୟୁରୁ ଆଗତ ଶେଷ ବିନାଶରୁ ରକ୍ଷା କରିବା ଦ୍ୱାରା ମାନବଜାତିକୁ କ୍ଷମା କରିଅଛନ୍ତି । ଯେଉଁ ମୃତ୍ୟୁ ସ୍ୱେଚ୍ଛାକୃତ ଭାବେ ଏହି ଅନୁଗ୍ରହରେ ପ୍ରଦତ୍ତ ଓ ଯୋଗାଇ ଦିଆଯାଇଥିବା ଦୟାର ଦାନକୁ ଅଗ୍ରାହ୍ୟ କରିଥିବା ଜ୍ଞାନରେ ଲୋକଙ୍କ ନିମନ୍ତେ ଫଳ ସ୍ୱରୂପ ଚିରନ୍ତନ ବା ଚିରସ୍ଥାୟୀ କ୍ଲେଶଭୋଗ କରିବାକୁ ହୋଇଥାଆନ୍ତା ଯାହାକି ପରମ ବା ସର୍ବୋଚ୍ଚ ଜ୍ଞାନର ପରିଣାମ ଓ ବେଦନା ଓ କ୍ଲେଶର ଆଗତ ବିଷୟକୁ ବହିଷ୍କାର କଲା ଅଭିଶାପକୁ ଘୁଞ୍ଚାଇ, ତାହା ଥରେ ଆମ୍ଭମାନଙ୍କୁ ଈଶ୍ୱରଙ୍କଠାରୁ ଅଲଗା (ବିଚ୍ଛିନ୍ନ) କରି ଦେଇଥିଲା । ଉପସଂହାର ଭାବେ, ଏହିସବୁ ଶବ୍ଦମାନ ସମ୍ପର୍କମାନ ଓ ବିଶ୍ୱାସବୋଧମାନର ଏକ ରହସ୍ୟ ରୂପେ ଦେଖାଯାଇପାରେ ମାତ୍ର ମାନବ ଧର୍ମର ସ୍ୱପ୍ରଚେଷ୍ଟାରୁ ଭିନ୍ନ ବା ପୃଥକ ଓ ଏହାର ପ୍ରଶଂସନୀୟ କାର୍ଯ୍ୟ ସମୂହର କମ୍ପନ, ଯେଉଁମାନେ କେବଳ ତାହାଙ୍କ ନାମ ଧରି ଡାକନ୍ତି ଏହି ଜୀବନରେ ଓ ଆଗାମୀ ଜୀବନ ସମ୍ପୂର୍ଣ୍ଣ ମୁକ୍ତି ପ୍ରାପ୍ତ ହେବେ ଯେପରି ଯୁକ୍ତିଯୁକ୍ତ ଭାବେ ଏହି ଗୌରବମୟ ଓ ସ୍ୱର୍ଗୀୟ ଉତ୍ତରାଧିକାର ପ୍ରାପ୍ତ ହେଇଅଛନ୍ତି ।
ଯୋହନ ୮:୩୬
୩୬ ଅତଏବ ପୁତ୍ର ଯଦି ତୁମ୍ଭମାନଙ୍କୁ ମୁକ୍ତ କରିବେ, ତାହାହେଲେ ତୁମ୍ଭେମାନେ ପ୍ରକୃତରେ ମୁକ୍ତ ହେବ ।
ମାଥିଉ ୧୧:୨୮-୩୦
୨୮ ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକସମସ୍ତେ, ମୋ ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି ।
୨୯ ମୋହର ଜୁଆଳି ଆପଣା ଆପଣା ଉପରେ ଘେନ, ପୁଣି ମୋ ନିକଟରୁ ଶିଖ, କାରଣ ମୁଁ ମୃଦୁଶୀଳ ଓ ନମ୍ରଚିତ୍ତ ଆଉ ତୁମ୍ଭେମାନେ ଆପଣା ଆପଣା ଆତ୍ମାରେ ବିଶ୍ରାମ ପାଇବ । ୩୦ ଯେଣୁ ମୋହର ଜୁଆଳି ସହଜ ଓ ମୋହର ଭାର ଉଶ୍ୱାସ ।
ଚାରି ଆତ୍ମିକ ବିଧି

ହିନ୍ଦୁ ସାମଗ୍ରୀ

ଓଡ଼ିଆ-Oriya

The illusion of pantheism

 

 

Holman QuickSource Guide to Christian Apologetics, copyright 2006 by Doug Powell, ”Reprinted and used by permission.”

Leave a Reply