ହିନ୍ଦୁଧର୍ମର ଦେବଗଣ ?

ହିନ୍ଦୁ ଧର୍ମ ମଧ୍ୟରେ ଜଣେ ବ୍ୟକ୍ତିର ଏକ ଈଶ୍ୱର ବିଶ୍ୱାସ ବିଷୟକ ଏକ ନିର୍ଦ୍ଦିଷ୍ଟ ପରିସର ବା ଆଞ୍ଚଳିକ ମତ ଥାଇପାରେ ଯେଉଁଠାରେ ବିଶ୍ୱାସ ସମୂହ ବିଭିନ୍ନ ହୋଇପାରେ । କୌଣସି ସ୍ଥାନରେ ଈଶ୍ୱର ନାହାନ୍ତିରୁ ଏକ ଈଶ୍ୱର ଓ ତାହା ପରେ ଅନେକ ଈଶ୍ୱର ତଥା ୩୩୦ ନିୟୁତ । ଏହି ଦେବମାନଙ୍କ ବିଷୟକ ବିଭିନ୍ନ ଭାବଧାରା ମଧ୍ୟରେ ଏହି ତଥାକଥିତ ସ୍ୱର୍ଗୀୟ ବ୍ୟକ୍ତିମାନଙ୍କ ସ୍ୱଭାବ ଆଡ଼କୁ ବିଭିନ୍ନ ଦିଗଦର୍ଶନ ସ୍ଥିତି ଲାଭ କରେ ଯାହା ଅଦ୍ୱୈତବାଦ, ସର୍ବେଶ୍ୱରବାଦ, ପାନ୍ଥେଇଜିମ୍, ପ୍ରାକୃତିକ ପଦାର୍ଥ ବୃକ୍ଷାଦି ଓ ଭୂତପ୍ରେତ ଆଦି ମନ୍ଦଆତ୍ମା ପୂଜା
ଏହି ବିଶ୍ୱାସ ସମୂହରେ ଥିବା ଦେବଗଣର ସୁସ୍ପଷ୍ଟ ପ୍ରକାଶମାନ ବିଷୟରେ ବିଶ୍ଳେଷଣ କରି ଏକ ବୁଝିବାକୁ ସମର୍ଥ ଓ ସ୍ପଷ୍ଟ ବିରୋଧଭାବ ଦେଖାଯାଏ, ଯାହା ଯୁକ୍ତିକୁ ଏହି ବିଷୟମାନର ଉପରେ ଅତୋଷଣୀୟ ଭାବେ ବିରୋଧ କରିବା ପ୍ରକାଶ କରେ । ତେଣୁ ଏପରି ବିଭିନ୍ନ ପ୍ରକାରର ମତମାନ ହିନ୍ଦୁ ସମାଜ ମଧ୍ୟରେ ସଂଯୋଗପ୍ରବଣ ଓ ସମରୁଚିବିଶିଷ୍ଟ ହୋଇଥିବା ରୂପେ ଗ୍ରହଣ କରିବାକୁ ଚିନ୍ତାରେ ସେହି ଜାତି “ଏ” ଏବଂ “ଏ ” ନୁହେଁ ସମାନ ଭାବେ ତଥ୍ୟଭିତ୍ତିକ ବା ନିର୍ଭୁଲ, ଯେପରି ଏହା ଈଶ୍ୱର ଏକ ବଞ୍ଚି ରହି ନ ପାରିବା ଓ ତିଷ୍ଠି ନ ପାରିବା ଆଦର୍ଶ ବିଦ୍ୟାରେ ପରିଣତ ହେବା ପ୍ରକାଶ କରୁଅଛି । କେବଳ ଏହା ଧର୍ମ ଭାବଧାରା ଉପରେ ନିର୍ଭରଶୀଳ ନୁହେଁ ମାତ୍ର କିପରି ଜଣେ ତାହାର ଦୈନନ୍ଦିନ ପାର୍ଥିବ ଜୀବନଯାପନ କରିବା ବେଳେ ଆଚରଣ କରି ପାରିବ, ଯୁକ୍ତିର ନିୟମକୁ କେନ୍ଦ୍ର କରି ବାସ୍ତବତା ପାଇଁ ସର୍ବଦା ଆବଶ୍ୟକ କରୁଥିବା ବିଷୟ ସହ ତାହା ଉପରେ ନିର୍ଭର କରେ ।
ଆହୁରି ହିନ୍ଦୁ ଧର୍ମର ଦେବଗଣର ପଶ୍ଚାତ୍ ପ୍ରାଚୀନ ଗୋଷ୍ଠୀଗତ ବିଶ୍ୱାସର ପୌରାଣିକ ଯାହାର କାଳ୍ପନିକ ପୃଷ୍ଠଭୂମି ସହିତ ଏକ ଐତିହାସିକ ପୂର୍ବାପର ସମ୍ବନ୍ଧ ଅଛି ଓ ଏହି କାରଣରୁ ହିନ୍ଦୁଧର୍ମର ଦେବବିଶ୍ୱାସ ପ୍ରାସଙ୍ଗିକ ବା ଏକ ମୂଲ୍ୟ ଦିଆଯାଇପାରିବା ସ୍ଥିତିର ଦୃଢ଼ିକରଣ କରାଯାଇନପାରେ, ସେହି ହେତୁ ସେମାନଙ୍କ ସ୍ଥିତି କିମ୍ବଦନ୍ତୀ ଆଧାରିତ କାହାଣୀ ବା ଗଳ୍ପଧାଡ଼ି ଉପରେ ନିର୍ଭର କରେ, ବିଶ୍ୱାସ ଓ ଅନ୍ଧ-ବିଶ୍ୱାସ ସୃଷ୍ଟି କରିବାକୁ । ଏହି ମତ ପ୍ରାସଙ୍ଗିକ ହୁଏ ଯେତେବେଳେ ହିନ୍ଦୁ ଧର୍ମକୁ ଅନ୍ୟ ପ୍ରାଚୀନ ଧର୍ମମାନଙ୍କ ସହିତ ତୁଳନା କରାଯାଏ, ମିଶରୀୟ, ଗ୍ରୀକ୍, ରୋମୀୟ ଓ ଜର୍ମାନୀୟ ବା ସ୍ଳେଭିକ୍ ସଭ୍ୟତା ପରି ,ଯାହା କେହି ଆଜି କ୍ୱଚିତ୍ ଗ୍ରହଣ କରୁଛନ୍ତି ଧର୍ମର କାଳ୍ପନିକ ବା ଜନଶ୍ରୁତି ବା ଲୋକକଥା ରୂପେ।
ଈଶ୍ୱର ବିଷୟକ କଳ୍ପନା, ଭାବାବେଗ ଅନୁସାରେ ଶକ୍ତିଶାଳୀ, ଅନ୍ୟମାନଙ୍କୁ ପ୍ରଲୋଭିତ କରିବାକୁ ଏକ କର୍ତ୍ତବ୍ୟର ଜ୍ଞାନ ପ୍ରଦାନକର କାରଣ ରହସ୍ୟ, ଆଚମ୍ବିତ କରିବା ସହିତ ସଂଯୁକ୍ତ ହୋଇଥିବା ବିଷୟ ଉପରେ ଏହା ନିର୍ଭର କରେ ଲୋକମାନଙ୍କୁ କେତେକ ଚରମ ବା ଅସୀମ ଉତ୍କୃଷ୍ଟ ବାସ୍ତବତା ସହିତ ଯୋଡ଼ିଦିଏ ଯାହା ପାରମ୍ପରିକ ସଂସ୍କତିଧାରଣ କରିଥାଏ । ଏକ ବ୍ୟକ୍ତି, ପରିବାର, ଗୋଷ୍ଠୀ ଓ ସମାଜକୁ ପ୍ରଭାବିତ କରେ । ବିସ୍ତାରିତ ଭାବେ ଅଧିକାରଯୁକ୍ତ ଭାବେ ପ୍ରଭାବଶାଳୀ ଏପରିକି ଯଦିବା ସେମାନେ ନିର୍ଭରଯୋଗ୍ୟ ନୁହଁନ୍ତି, କାଳ୍ପନିକ ବା ଭ୍ରାନ୍ତିଜନକ ସମୟର ଅଗ୍ରଗତି ଉପରେ ପ୍ରମାଣିତ । ଏହି ବିଶ୍ୱାସମାନ କାହିଁକି ତିଷ୍ଠି ରହିଛି ବା ଆଜି ସ୍ଥିତି ଲାଭ କରିଛି, ଯାହା ଅନେକ ଫଳଦାନ ପାଇଁ ସହାୟକ ହୋଇଥିବା ବିଷୟ ଉପରେ ନିର୍ଭର କରେ ଯାହା ସମାଜର ପ୍ରତ୍ୟେକ ବିଷୟ ମଧ୍ୟରେ ଏପରି ଆଭ୍ୟନ୍ତରୀଣ ଭାବେ ପ୍ରବେଶ କରିଅଛି ଯେ ଏହା ଅନ୍ୟମାନଙ୍କୁ ବିଶ୍ୱାସ କରିବାରୁ ନିବୃତ୍ତ କରିବା ପ୍ରାୟ ଅସମ୍ଭବରେ ପରିଣତ ହେଉଅଛି ନଚେତ୍ ଚିନ୍ତା କରିବାର ଏକ ପଶୁପଲ ମନୋବୃତ୍ତିକୁ ପରାସ୍ତ କରିଅଛି ଯାହାଦ୍ୱାରା ସେମାନଙ୍କ ବ୍ୟକ୍ତିଗତ ପରିଚୟ ଏତେ ଆଚ୍ଛାଦିତ ହେଉଛି ଅବା ସଂସ୍କୃତିଗତ ଭାବେ ବଂଶାନୁକ୍ରମେ ଏତେ ଜଡ଼ିତ ହୋଇ ଏହା ବ୍ୟକ୍ତିଗତ ନିରାପତ୍ତା ପାଇଁ ଅତ୍ୟାବଶ୍ୟକୀୟ ବିଷୟରେ ପରିଣତ ହେଉଛି। ଆମ୍ଭେମାନେ ଏହାର ସାଧାରଣ ଉଦାହରଣମାନ କ୍ରୀଡ଼ାଦଳମାନଙ୍କରେ ଓ ରାଜନୈତିକ ଦଳମାନଙ୍କରେ ପାଇଥାଉ, ଯେତେବେଳେ ଲୋକମାନେ ଅଧିକ ନ୍ୟାୟଗତ ଭକ୍ତି ପ୍ରଦର୍ଶନ ଓ ବିଶ୍ୱସ୍ତ ହେବାକୁ ଯାଉଛନ୍ତି ସେମାନଙ୍କ ଦଳ ପ୍ରତି, ସେହି ଦଳ ଯାହା ହୋଇଥିଲେ ସୁଦ୍ଧା। ଏହା ମଧ୍ୟ ସ୍ପଷ୍ଟ ଦୃଷ୍ଟିଗୋଚର ହେବାରେ ଦେଖାଯାଇଛି, ଜର୍ମାନର ଜାତୀୟ ସମାଜବାଦୀ ଦଳର ଏକ ସଭ୍ୟ ନାଜି ଯେଉଁ ମତବାଦ ପ୍ରକାଶ କରିଥିଲେ ସେହି ନାଜିବାଦର ନୃଶଂସ କାର୍ଯ୍ୟ ଉପରେ ନିର୍ଭର କରି କିପରି ସମୁଦାୟ ସଂସ୍କୃତିମାନ ଓ ସମାଜସମୂହ ସେମାନଙ୍କ ଜଗତ ବିଷୟକ ମତରେ ପ୍ରତାରିତ ହୋଇପାରିବ । ସେଥିପାଇଁ ଦର୍ଶନ ବିଦ୍ୟା ଅନୁସାରେ ପ୍ରତ୍ୟେକ ଜଣ ଭୁଲ ହେବା ସମ୍ଭବ ମାତ୍ର ପ୍ରତ୍ୟେକ ଜଣ ସମ୍ପୂର୍ଣ୍ଣ ଭାବେ ଠିକ୍ ହୋଇ ପାରିବ ନାହିଁ ।
ପୁନଶ୍ଚ ଏହା ଚିନ୍ତା କରାଯାଇପାରେ ନାହିଁ ଅଧିକାଂଶ ଲୋକଙ୍କ ପାଇଁ ଯେ, ସେମାନଙ୍କ ଈଶ୍ୱର ବିଶ୍ୱାସ ଯାହା ସେମାନେ ଗ୍ରହଣ ବା ସମର୍ଥନ କରନ୍ତି ଓ ମୂଲ୍ୟ ଦିଅନ୍ତି ତାହା ଏକ ଭ୍ରମପୂର୍ଣ୍ଣ ଧାରଣା ହୋଇପାରେ । ସେଥିପାଇଁ କିଛି ବିପରୀତ ବା ବିପକ୍ଷ ଶେଷୋକ୍ତି ନ ଦେବା ବା ଦେବାକୁ ଉପେକ୍ଷା କରିବା ବିଶେଷତଃ ଯଦି ଏହା ଅନ୍ୟମାନଙ୍କ ଦ୍ୱାରା ଦୃଢ଼ୀକୃତ ହୋଇଅଛି, ଯେଉଁମାନଙ୍କୁ ସେମାନେ ଗୁରୁତ୍ୱ ଦିଅନ୍ତି ଓ ସମ୍ମାନ କରନ୍ତି ତଥାପି ମୋର ହିନ୍ଦୁ ବନ୍ଧୁମାନଙ୍କ ପାଇଁ ମୋର ଚିନ୍ତା ହେଉଛି ସଂସ୍କୃତିଗତ ଚତୁପାର୍ଶ୍ୱସ୍ଥ ପ୍ରାଚୀର, ସାମାଜିକ ପ୍ରଚଳନକୁ ଅନୁମତି ନ ଦିଅନ୍ତୁ ଏବଂ ସମସ୍ତ ବସ୍ତୁର ମାନଦଣ୍ଡ ଲୋକପ୍ରିୟତା ହେବ କିନ୍ତୁ ବଦଳରେ ଏହା ସତ୍ୟ ହୋଇ ରହିବ ଯଦି ଏହା ତୁମକୁ ଜୀବନରେ ଏକ ଭିନ୍ନ ଅନୁଚ୍ଛେଦକୁ ନେଇଯାଏ ଯାହାର ତୁମେ ଅନୁଗମନ କରିଅଛ ତାହାକୁ ବାଦ୍ ଦେଇ; ଏବଂ ଯଦି ଏହି ଏକାକୀ ଯାତ୍ରା ଅତିକ୍ରମ ମଧ୍ୟ ହୁଏ ତେବେ ଏହାର ଅନୁସନ୍ଧାନରୁ ଏହା ତୁମକୁ ନୈରାଶ୍ୟ ନ କରୁ, ଏହା ତୁମକୁ ଯେ କୌଣସି ଆଡ଼କୁ ଘେନି ଯାଉ ବା କଢ଼ାଇ ନେଇ ନା କାହିଁକି । ନଚେତ୍ ତୁମେ ବିନାଶ ଆଡ଼କୁ ଭୁଲ ଦିଗକୁ ଯିବା ସମାପ୍ତ କରିପାର ଯେମିତି ଉତ୍ତମ ଯାତ୍ରା ପରେ ଫଳାଫଳ ଘଟେ କିମ୍ବା ଭ୍ରାନ୍ତ ଜନସାଧାରଣର ଖସଡ଼ା ପଥ ।
ମାଥିଉ- ୭:୧୩-୧୪
୧୩ “ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କର, କାରଣ ସର୍ବନାଶକୁ ଘେନିଯିବା ଦ୍ୱାର ଓସାର ଓ ପଥ ପ୍ରଶସ୍ତ, ପୁଣି ତାହା ଦେଇ ପ୍ରବେଶ କରିବା ଲୋକ ଅନେକ । ୧୪ ଆଉ ଜୀବନକୁ ଘେନି ଯିବା ଦ୍ୱାର ସଂକୀର୍ଣ୍ଣ ଓ ପଥ ଦୁର୍ଗମ, ପୁଣି ତାହାର ସନ୍ଧାନ ପାଇବା ଲୋକେ ଅଳ୍ପ । ”
ପରିଶେଷରେ ମୁଁ ଆଶା କରେ କି ସ୍ପଷ୍ଟବାଦୀତାରେ ମୁଁ ତୁମକୁ ଅସ୍ୱସ୍ଥ କରି ନାହିଁ କିମ୍ବା ଏହି ଲେଖାର ସିଧାସଳଖ କରିଛି। ମୁଁ ଜାଣେ ଅନେକ ଲୋକ ଭକ୍ତି ଓ ପବିତ୍ରତାର ଜ୍ଞାନରୁ ଏହାର ବିଶ୍ୱାସ କରନ୍ତି, ତଥାପି ତୁମେ ଆବେଗ ଏବଂ ସଚ୍ଚୋଟ ହୋଇପାରିବ କିନ୍ତୁ ଆନ୍ତରିକତା ସହ ଭୁଲ ଏବଂ ସେହି ପଏଣ୍ଟ ଯେଉଁଥିରେ ମୁଁ ପ୍ରେମର ସହ ମୋର ହିନ୍ଦୁ ମିତ୍ରମାନଙ୍କୁ ଆହ୍ୱାନ କରେ ।
ସମାପ୍ତିରେ ମୁଁ ଈଶ୍ୱରଙ୍କ ବିଷୟରେ ତୁମକୁ ଶଙ୍କାଶୀଳ କରି ଛାଡ଼ିବାକୁ ଚାହେଁ ନାହିଁ ମାତ୍ର ବଦଳରେ ମୁଁ ତୁମକୁ “ଜଣକ” ଉପରେ ଆଶ୍ରିତ ହେବାକୁ ନିମନ୍ତ୍ରଣ କରେ, ଯିଏ ତୁମର ଆତ୍ମିକ ବୋଝକୁ ଉଠାଇ ପାରନ୍ତି। ଈଶ୍ୱର ଆଶୀର୍ବାଦ କରନ୍ତୁ ।
ମାଥିଉ ୧୧:୨୮-୩୦ ଅନୁସାରେ ଯୀଶୁ କହିଲେ
୨୮ ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ, ମୋ ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି । ୨୯ ମୋହର ଜୁଆଳି ଆପଣା ଆପଣା ଉପରେ ଘେନ, ପୁଣି ମୋ ନିକଟରୁ ଶିଖ, କାରଣ ମୁଁ ମୃଦୁଶୀଳ ଓ ନମ୍ରଚିତ୍ତ, ଆଉ ତୁମ୍ଭେମାନେ ଆପଣା ଆପଣା ଆତ୍ମାରେ ବିଶ୍ରାମ ପାଇବ । ୩୦ ଯେଣୁ ମୋହର ଜୁଆଳି ସହଜ ଓ ମୋହର ଭାର ଉଶ୍ୱାସ ।

 

 
ଚାରି ଆତ୍ମିକ ବିଧି

ହିନ୍ଦୁ ସାମଗ୍ରୀ

ଓଡ଼ିଆ-Oriya

gods of hinduism

Leave a Reply