ହିନ୍ଦୁତ୍ୱବାଦରେ ଆଶ୍ଚର୍ଯ୍ୟକର୍ମ

ଆରମ୍ଭରେ ମୁଁ ବିଶ୍ୱାସ କରେ ଅନେକ ହିନ୍ଦୁମାନେ ଅଛନ୍ତି ଯିଏ ସେମାନଙ୍କର ବିଶ୍ୱାସରେ ଅତି ସଚ୍ଚୋଟ ଅଟନ୍ତି କିନ୍ତୁ ସମ୍ମାନର ସହିତ ଯେତେବେଳେ ଏହା ସେମାନଙ୍କର ଧାର୍ମିକ ଦାବିର ଚରମ ସତ୍ୟକୁ ଆସେ ସେମାନେ ଆନ୍ତରିକ ଭାବେ ଭୁଲ ଅଟନ୍ତି । ଗୋଟିଏ ଉଦାହରଣ ୧୯୯୫ ମସିହାର ଆରମ୍ଭରେ ଘଟିଥିଲା । କ୍ଷୀର ପିଇବା ଘଟଣା ଯାହାକି ଜଣେ ସମର୍ଥକ ସ୍ୱପ୍ନ ଦେଖିଲେ କି ସେମାନେ ସେମାନଙ୍କ ଈଶ୍ୱର ଗଣେଶ କ୍ଷୀର ପିଇଲେ ଯାହା ଭାରତରେ ଏବଂ ସମଗ୍ର ଜଗତରେ ବିଭିନ୍ନ ମନ୍ଦିରରେ ଈଶ୍ୱରଙ୍କୁ କ୍ଷୀର ଦେବାର ଏକ ଉନ୍ମାଦ ଭାବନା ବ୍ୟାପିଗଲା, ସେହି ସମାନ ଆଶ୍ଚର୍ଯ୍ୟଜନକ ଘଟଣା ଦେବତାଙ୍କ ଉତ୍ସର୍ଗୀକୃତ ମନ୍ଦିରରେ ଦେଖିବାକୁ ମିଳିଥିଲା । ଏହା ସତ୍ତ୍ୱେ ମଧ୍ୟ ଏହାର ସମସ୍ତ ସମର୍ଥନର ଅତିରିକ୍ତ ପ୍ରମାଣରେ ଏହା ପ୍ରମାଣିତ ହେଲା ଯେ ଏହି ଆଶ୍ଚର୍ଯ୍ୟ ଘଟଣା ଅଲୌକିକ ଘଟଣା ବିଷୟରେ ନୁହେଁ ମାତ୍ର ବଦଳରେ ପଦାର୍ଥ ବିଜ୍ଞାନ ସହ ଜଡ଼ିତ ଯାହା କେଶ ସଦୃଶ୍ୟ କ୍ରିୟାର ମାଧ୍ୟମ ଦେଇ ଏକ ପ୍ରାକୃତିକ ଘଟଣା ରୂପେ ଏହି ପ୍ରତ୍ୟକ୍ଷା ପରିଦୃଷ୍ଟ ଘଟଣାକୁ ବର୍ଣ୍ଣନା କରେ, ଆଉ ଯାହା ପ୍ରକାଶ କରେ କି ପ୍ରତିମାଟି କ୍ଷୀର ପିଉଛି ଯାହାକି ଏପରି ନୁହେଁ ।
ଏହି ଘଟଣା ବିଷୟରେ ମୁଁ ଗୋଟିଏ ଟିଭି କାର୍ଯ୍ୟକ୍ରମକୁ ଦେଖିବା ସ୍ମରଣ କରେ, ଏହାର କେତେକ ଅଲୌକିକ ଘଟଣାକୁ ଅନେକ ଧର୍ମରେ ମିଥ୍ୟା ବା ଅତିରଞ୍ଜିତ ବୋଲି ପ୍ରଦର୍ଶନ କରାଯାଉଥିଲା ଏବଂ ପରେ ଭାରତୀୟମାନଙ୍କ ଏକ ଦଳ ଦେଖିବା ଦ୍ୱାରା ପ୍ରମାଣ ଆସିଲା ଗୋଟିଏ ମିକି ମାଉସର କ୍ଷୁଦ୍ର ପ୍ରତିମାକୁ କ୍ଷୀର ଦିଆଯାଇଥିଲା ଆଉ ଠିକ୍ ସେହି ରୂପେ ସେ କ୍ଷୀରକୁ ପାନ କରିଥିଲା । ଏହା ପରେ ଯେତେବେଳେ ଜଣାପଡ଼ିଲା ଯେ ଏହା ଏକ ମିଥ୍ୟା ଥିଲା ମୁଁ ଜଣେ ଭାରତୀୟଙ୍କ ଚେହେରାରେ ନୈରାଶ୍ୟକୁ ଦେଖିପାରିଲି ।
ହୋଇପାରେ ଅତି ସୁନ୍ଦର ଭାବେ ଏହା ହୋଇଥିଲା ବଦଳରେ କିଛି ନ ବୁଝି ସରଳ ଭାବେ କି କଣ ଘଟିଗଲା କିନ୍ତୁ ମୁଁ ଭାବେ ଏହା ପ୍ରତ୍ୟେକଙ୍କ ନିମନ୍ତେ ଏକ ସତର୍କ । ଧର୍ମଗୁଡ଼ିକ ଥିବା ହେତୁ କେତେକ ଲୋକ ଆତ୍ମିକ ସତ୍ୟର ପ୍ରତିନିଧିତ୍ୱ କରି ଏହି ପ୍ରକାର ଅଲୌକିକ କର୍ମର ଦାବି କରନ୍ତି, ଯେ ସମସ୍ତ ବିଷୟ ପ୍ରଥମେ ଦେଖାଯାଏ ବା ପ୍ରକାଶିତ ହୁଏ ଏହା ସେହି ପ୍ରକାର ନ ଥାଇ ପାରେ ।
ବାଇବଲ କହେ ଯେ ଆମ୍ଭେମାନେ ସେହି ଆତ୍ମାକୁ ପରୀକ୍ଷା କରିବା ଉଚିତ୍ କି ସେସବୁ ଈଶ୍ୱରଙ୍କଠାରୁ କି ନୁହେଁ ଏବଂ ଏହି ପ୍ରକାରେ ଘଟଣାକୁ ଯାଞ୍ଚ କରିବାରେ ଏହା ଆମ୍ଭମାନଙ୍କୁ ଆବଶ୍ୟକ ହେବ ଏବଂ ଲୋକମାନେ ଯିଏ ଈଶ୍ୱରଙ୍କ ନିମନ୍ତେ ବା ପ୍ରତିନିଧି ବୋଲି କହିବା ଦାବି କରନ୍ତି ବଦଳରେ କି ପ୍ରତ୍ୟେକ ଧାର୍ମିକ ଅନୁଭୂତିକୁ ସାଧାରଣ ଭାବେ ଗ୍ରହଣ କରିବା ।
ଯାହା ବି ହେଉ ମୋର ଅନ୍ୟ କେତେକ ଲେଖାରେ ମୁଁ ହିନ୍ଦୁତ୍ୱବାଦ ବିଷୟରେ ଅଧିକ ଲେଖିଅଛି ଯାହା ଆଶାପ୍ରଦ ଭାବେ ଏହି ଧର୍ମର ଗୁଣକୁ ଅନ୍ତର୍ଦୃଷ୍ଟି ସମ୍ପନ୍ନ କରିବ ।

 
ଚାରି ଆତ୍ମିକ ବିଧି

ହିନ୍ଦୁ ସାମଗ୍ରୀ

ଓଡ଼ିଆ-Oriya

Miracles in Hinduism

Leave a Reply